ରାହୁଲଙ୍କ ବୟାନକୁ ନେଇ କଂଗ୍ରେସରେ ଅଶାନ୍ତି

ସିନିଅର-ଜୁନିଅର ଲଢ଼େଇକୁ ନେଇ ଚର୍ଚ୍ଚା ନୂଆଦିଲ୍ଲୀ: ପ୍ରଥମେ ମଧ୍ୟ ପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏବେ ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହ କଂଗ୍ରେସକୁ ଯେତେ ଅଡ଼ୁଆରେ ପକାଇଥିଲା କଂଗ୍ରେସ ପାଇଁ ତାହାଠରୁ ଅଧିକ ଅପ୍ରୀତିକର ପରିସ୍ଥିିତି ସୃଷ୍ଟି କରିଛି ରାହୁଲଙ୍କ ମନ୍ତବ୍ୟ। ଚୀନ ସମ୍ପର୍କରେ ମୋଦୀ ସରକାରକୁ ଟାର୍ଗେଟ କରିବାକୁ ଯାଇ ରାହୁଲ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକି ତାଙ୍କ ଦଳ ଭିତରେ ରହିଥିବା ମତଭେଦକୁ ପଦାରେ ପକାଇ … Continue reading ରାହୁଲଙ୍କ ବୟାନକୁ ନେଇ କଂଗ୍ରେସରେ ଅଶାନ୍ତି